what we can do today : The Day following Cart festival .

What we can do today: ଆଜି ଆମେ କଣ କରିବା। ରଥ ଯାତ୍ରା ପରଦିନ ର କାମ ।

ଆଜି ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ଜଗନ୍ନାଥ ମନ୍ଦିର ଗର୍ଭ ଗୃହ, ରତ୍ନମୁଦ, ଭିତର ପ୍ରକୋଷ୍ଠ, ନାଟ ମନ୍ଦିର, ମୁଖଶାଳା ଇତ୍ୟାଦି ର ମରାମତି, ରକ୍ଷଣାବେକ୍ଷଣ, ରଙ୍ଗ କାମ, ଇଲେକ୍ଟ୍ରିକାଲ ୱାୟାରିଂ, ପ୍ଲଗ ପଏଣ୍ଟ ଏଵଂ ଲାଇଟ୍ କାମ ଇତ୍ୟାଦି କରିଦେବା
ଏହାଛଡ଼ା ଆମେ ମହାରଣା କୁ କହିବା ରଥ, ବ୍ରେକ, ରଥ ଉପର ନୀଳଚକ୍ର, କପିକେତନ ଇତ୍ୟାଦି ନିରୀକ୍ଷଣ କରି ମରାମତି କାମ କରିଦେବା।
କଣ କଣ ଜିନିଷ ଭାଙ୍ଗିଛି, ହଜିଛି, କ୍ରାକ ହେଇଛି, ଚୋରୀ ହୋଇଛି, କିଣା ହେବ, ମରାମତି ହେବ, ଖୋଜା ହେବ ଏହାର ଲିଷ୍ଟ କରିବା ।
ଏହାଛଡ଼ା ଆମେ ମନ୍ଦିର ପରିସର ଏବଂ ଆଖ ପାଖ ରେ କାଲି ଲୋକ ମାନେ ଯେଉଁ ଅଳିଆ ପକାଇଛନ୍ତି, ତାକୁ ଆଜି ମୁନିସିପାଲିଟି କୁ କହି ସଦା କରାଇ ଦେବା ।
ଟ୍ରଷ୍ଟି ଏବଂ ସେବାୟତ ମାନଙ୍କୁ ଅନୁରୋଧ ଏକ ଶିଖିଲେ ପଏଣ୍ଟ ଗୁଡ଼ିକ ବିଶ୍ଲେଷଣ କରିବା ଏବଂ ଆମ ପ୍ରୋସେସ ରେ ସଂଶୋଧନ କରିବା ।
ସରକାରୀ ଅଧିକାରୀ, ପୋଲିସ, ଟ୍ରାଫିକ, ମ୍ୟୁନିସିପାଲଟି, ଇଲେକ୍ଟ୍ରି ଦିପାର୍ଟମେଣ୍ଟ ଏବଂ ଅନ୍ୟାନ୍ୟ ବାହ୍ୟ ବିଭାଗ ମାନଙ୍କୁ ରଥ ଯାତ୍ରା ସମୟ ରେ ସେମାନଙ୍କ ସହଯୋଗ, ଯୋଗଦାନ ନିମନ୍ତେ କଲ୍ କରି ଧନ୍ୟବାଦ ଦେବା


No comments

Powered by Blogger.